Download as pdf or txt
Download as pdf or txt
You are on page 1of 1

102 YEARS OF PUBLICATION

Daily Edition: R.N.I. No. 4005/57


P.R. No. CK(C)/17/2021-2023

n Baleswar, Wednesday 29 June 2022

n ବାଲେଶ୍ବର, ବୁ ଧବାର ୨୯ ଜୁ ନ୍‌୨୦୨୨

n ଆଜି ମ ିଥୁନ ୧୫ ଦିନ, ୧୪୨୯ ସାଲ

n ଆଷାଢ଼ ୮ ଦିନ, ୧୯୪୪ ଶକାବ୍ଦ, ଅମାବାସ୍ୟା

n ଭାଗ- ୯୩ ସଂଖ୍ୟା- ୧୭୬


n www.thesamaja.com
www.samajaepaper.com
www.samajalive.in

ଟ ୭.୦୦ (୧୪ ପୃଷ୍ଠା)


PRINTED AT CUTTACK, SAMBALPUR, BALESWAR, JEYPORE

ଆଜି ଦାରୁବ୍ରହ୍ମଙ୍କ ନିଅଣ୍ଟିଆ ବର୍ଷା ଘ�ୋଷଣାରେ ସୀମିତ ରେଳ ବିକାଶ

୧୦ ପ୍ରକଳ୍ପ ଆଗଉନି
ନବଯ�ୌବନ ଦର୍ଶନ n ନୂ ଆଦିଲ୍ଲୀ, ୨୮ା୬: ଚଳିତ ବର୍ଷ
ଜୁ ନ୍‍ମାସରେ ଦେଶର ୯ଟି ରାଜ୍ୟରେ
n ପୁରୀ, ୨୮ା୬ (ନି.ପ୍ର): ନବଯ�ୌବନ ନିଅଣ୍ଟିଆ ବୃ ଷ୍ପଟି ାତ ହ�ୋଇଛି। ସେହ ି
ରୂ ପରେ ବୁ ଧବାର ଭକ୍ତଙ୍କୁ ଦର୍ଶନ ଦେବେ ରାଜ୍ୟଗୁଡକ ି ମଧ୍ୟରେ ଓଡ଼ିଶା ରହ ିଛି।
ଦାରୁ ବ୍ରହ୍ମ। ୧୫ଦିନ ପରେ ଶ୍ରୀଜୀଉଙ୍କ ବୃ ଷ୍ପଟି ାତ ପରିମାଣ ସ୍ୱାଭାବିକ ଠାରୁ
ଦର୍ଶନର ସୁଯ�ୋଗ ପାଇବେ ଶ୍ରଦ୍ଧାଳୁ । କମ୍‍ ରହ ିବା କାରଣରୁ ଏହ ିସବୁ
ଏଥିପାଇଁ ଚତୁ ର୍ଦ୍ଧା ବିଗ୍ରହଙ୍କ ଶ୍ରୀମଖୁ ସିଂହାର ରାଜ୍ୟରେ ଚାଷକାର୍ଯ୍ୟ ପ୍ରଭାବିତ n ଭୁ ବନେଶ୍ୱର, ୨୮ା୫ (ନି.ପ୍ର): ରାଜ୍ୟରେ କେତେକ ରେଳ ପ୍ରକଳ୍ପକୁ ରେଳ
କରାଯାଇଛ ି। ରଥଯାତ୍ରା ପାଇଁ ପ୍ରସ୍ତୁତ ହେବା ଆଶଙ୍କା ସୃଷ୍ ଟିହ�ୋଇଛ ି। ବିଭାଗ ପକ୍ଷରୁ ଅନୁ ମ�ୋଦନ ମିଳଥିି ବା ବେଳେ ଆଉ କିଛ ି ପ୍ରକଳ୍ପର ଭାଗ୍ୟ ଝୁ ଲ ି
ହ�ୋଇଛନ୍ତି ମହାପ୍ରଭୁ । ଶ୍ରଦ୍ଧାଳୁଙ୍କ ଆଗମନ ଇତିମଧ୍ୟରେ ଭାରତୀୟ ପାଣ ିପାଗ ରହ ିଛି। କିଛ ି ପ୍ରକଳ୍ପ ପ ିଙ୍କ୍ ‌ ବୁ କରେ ସ୍ଥାନ ପାଇଥିଲେ ମଧ୍ୟ ବଜେଟରେ ଅର୍ଥ ମଞ୍ଜୁର
ଓ ଉତ୍ସାହକୁ ଦୃ ଷ୍ଟିରେ ରଖି ମନ୍ ଦିର ପ୍ରଶାସନ ହ�ୋଇନାହିଁ। ରାଜ୍ୟ ସରକାର ୧୦ ନୂ ଆ ରେଳପଥ ନିର୍ମାଣ ପାଇଁ ବହୁ ପୂର୍ବରୁ ପ୍ରସ୍ତାବ
ଓଡ଼ିଶା ସମେତ ୯ଟି ଦେଇଥିଲେ ମଧ୍ୟ ମନ୍ତ୍ରାଳୟ ଏ ଦିଗରେ ଚୂ ଡାନ୍ତ ପଦକ୍ଷେପ ଗ୍ରହଣ କରିନାହିଁ।
ଦର୍ଶନ ସମୟ ସାଢ଼େ ୫ ଘଣ୍ଟା ରାଜ୍ୟକୁ ଚେତାବନୀ ୩୫ କିମ ି ଦ�ୈର୍ଘ୍ୟ ବିଶଷ୍ଟ ି ପୁରୀ-କ�ୋଣାର୍କ ରେଳଲାଇନ ନିର୍ମାଣ ପାଇଁ ରେଳ
ବିଭାଗ ସହ ରାଜ୍ୟ ସରକାର ଚୁ କ୍ତିନାମା ସ୍ୱାକ୍ଷର କରିଥିଲେ। ପ୍ରକଳ୍ପ ପାଇଁ ସରକାର
ଦର୍ଶନ ସମୟକୁ ବୃ ଦ୍ ଧି କରିଛ।ି ବୁ ଧବାର ବିଭାଗ ପକ୍ଷରୁ ଏହ ି ରାଜ୍ୟଗୁଡକ ି ୁ ମ�ୋଟ ଜମି ମୂଲ୍ୟର ୫୦ ପ୍ରତିଶତ ଏବଂ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ପ୍ରଦାନ
ସକାଳ ୮ରୁ ରାତି ୧୨ଟା ୩୦ ମଧ୍ୟରେ ସତର୍କ କରାଇ ଦିଆଯାଇଛି। ବିଭାଗ କରିବାକୁ କହ ିଛନ୍ତି। ଏହା ସତ୍ତ୍ବେ ମନ୍ତ୍ରାଳୟ ଚୁ କ୍ତିନାମା ଅନୁ ପାଳନ କରୁ ନାହିଁ।
୫ଟି ପର୍ଯ୍ୟାୟରେ ସାଢ଼େ ୫ଘଣ୍ଟା ଦର୍ଶନ ପକ୍ଷରୁ କୁ ହାଯାଇଛି ଯେ ପାଗ ପରିସ୍ତ ଥି ି ଫଳରେ ପ୍ରକଳ୍ପ ଆଗେଇ ପାରୁ ନଥିବା ବାଣ ିଜ୍ୟ ଓ ପରିବହନ ବିଭାଗ ସୂତ୍ରରୁ
ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ଅନୁ କୂଳ ରହୁ ନଥିବାରୁ ଦକ୍ଷିଣ ପଶ୍ ଚିମ ଜଣାପଡିଛ।ି ରେଳ ବିଭାଗ ଅଧିକାରୀଙ୍କ କହ ିବାନୁ ଯାୟୀ, ପୁରୀ-କ�ୋଣାର୍କ ପ୍ରକଳ୍ପର
୭ଟା ୩୦ରେ ଦଶ ଅବତାର ଠାକୁ ର ମ�ୌସୁମୀ ବାୟୁ ମନ୍ଥର ଗତିରେ ଆଗକୁ ସର୍ଭେ ସରିଛ।ି ବଜେଟରେ ଅର୍ଥ ମଞ୍ଜୁର କରାଯାଇନାହିଁ ଏବଂ ପ୍ରକଳ୍ପ ବିଚାରଧୀନ
ବାହୁ ଡ଼ା ବିଜେ କରିବେ। ୮ଟାରେ ବଢ଼ୁଛ ି। ଏହ ି ନିଅଣ୍ଟିଆ ବୃ ଷ୍ପଟି ାତ ରହ ିଛି। ୯୦ କିମ ି ଗୁଣପ ୁ ର ୁ -ଥେରୁ ବାଲି ରେଳ ପ୍ରକଳ୍ପ ପ ିଙ୍କ ବୁ କରେ ସ୍ଥାନ ପାଇଛି।
ଅଣସର ତାଟି ଫିଟାଯ ିବ। ସକାଳ ୮ରୁ କେରଳରେ ସର୍ବାଧିକ ୫୫% ଆର୍ଥିକ ବର୍ଷ ୨୦୧୭-୧୮ରେ କେନ୍ଦ୍ର ବଜେଟରେ ଅନୁ ମ�ୋଦନ ମିଳଛି ।ି ଉକ୍ତ ପ୍ରକଳ୍ପ
୯ଟା ପର୍ଯ୍ୟନ୍ତ ପରିମାଣ ିକ ଦର୍ଶନ ଅନୁ ଷ୍ତଠି ରହ ିଥିବା ପାଣ ିପାଗ ବିଭାଗ ତଥ୍ୟରୁ ପାଇଁ ସରକାର ବିନା ମୂଲ୍ୟରେ ଜମି ଦେବାକୁ ରେଳବାଇକୁ କହ ିଥିଲେ। ମନ୍ତ୍ରାଳୟ
ହେବ। u ଅବଶିଷ୍ଟାଂଶ ପୃଷ୍ଠା ୪ କୁ ହାଯାଇଛ ି। ମ�ୌସୁମୀ ଋତୁ ରେ ଏହ ି ପ୍ରକଳ୍ପକୁ ସିସଏି ଇରେ ଅନୁ ମ�ୋଦନ କରି କାମ ଆରମ୍ଭ କରିବାକୁ ଓଡ଼ିଶା
ଏପର୍ଯ୍ୟନ୍ତ u ଅବଶିଷ୍ଟାଂଶ ପୃଷ୍ଠା ୪ ସରକାର କହ ି ଆସୁଛନ୍ତି; କିନ୍ତୁ ବଜେଟରେ ଟଙ୍କା u ଅବଶିଷ୍ଟାଂଶ ପୃଷ୍ଠା ୪

ଦିନକରେ ୧୧୩
ଶ୍ରମ ଶକ୍ତି ଉପଯ�ୋଗ ରିପ�ୋର୍ଟ
କର�ୋନା ସଂକ୍ରମିତ
n ଭୁ ବନେଶ୍ବର, ୨୮ା୬ (ନି.ପ୍ର): ଦୁ ଇଦିନ
ପରେ ରଥଯାତ୍ରା। ଏସମୟରେ ରାଜ୍ୟରେ
କର�ୋନା ଉପରମୁହାଁ ହ�ୋଇଛି। ଦୀର୍ଘଦିନ
ବ୍ୟବଧାନ ପରେ ତିନ ି ଅଙ୍କ ଅତିକ୍ରମ
ଜାତୀୟ ହାରଠୁ ଓଡ଼ିଶା କମ୍‌
n ନୂ ଆଦିଲ୍ଲୀ, ୨୮ା୬ (ନି.ପ୍ର): କେନ୍ଦ୍ର ପରିସଂଖ୍ୟାନ ଏବଂ ପଡ�ୋଶୀ ରାଜ୍ୟର ବେକାରୀ ହାର ସର୍ବଭାରତୀୟ ହାର
କରିଛ ି ସଂକ୍ରମଣ। ଯାହା ସ୍ବାସ୍ଥ୍ୟ ବିଭାଗର
କାର୍ଯ୍ୟକ୍ରମ ରୂ ପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସମୟଭିତ୍କ ତି ତୁ ଳନାରେ କମ୍‍ ରହ ିଥିଲାବେଳେ ଓଡ଼ିଶାରେ ଅଧିକ ରହ ିଛି।
ଚିନ୍ତା ବଢ଼ାଇଛ ି। ଗତ ୨୪ ଘଣ୍ଟାରେ
ଶ୍ରମଶକ୍ତି ସର୍ବେକ୍ଷଣ (ପ ିରିଅଡିକ ଲେବର ଫ�ୋର୍ସ ସର୍ଭେ) ଛତିଶଗଡ଼ରେ ୨.୫ ପ୍ରତିଶତ, ଝାଡ଼ଖଣ୍ଡରେ ୩.୧ ପ୍ରତିଶତ
ରାଜ୍ୟର ୬ ଜିଲାରୁ ୧୧୩ ନୂ ଆ ସଂକ୍ରମିତ
ରିପ�ୋର୍ଟରେ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ଠାରୁ ଏବଂ ପଶ୍ ଚିମବଙ୍ଗରେ ୩.୫ ପ୍ରତିଶତ ଏବଂ ଆନ୍ଧ୍ର ପ୍ରଦେଶରେ
ଚିହ୍ନଟ ହ�ୋଇଛନ୍ତି। ସଂକ୍ରମଣର ଶୀର୍ଷରେ
ଅଧିକ ରହ ିଛ।ି ଜୁ ଲାଇ ୨୦୨୦ରୁ ଜୁ ନ ୨୦୨୧ ମଧ୍ୟରେ ୪.୧ ପ୍ରତିଶତ ଲ�ୋକ ବେର�ୋଜଗାର ରହ ିଥିଲେ।
ରହ ିଛ ି ଭୁ ବନେଶ୍ବର-କଟକ। ଖ�ୋର୍ଦ୍ଧାରୁ
ସର୍ବଭାରତୀୟ ସ୍ତରରେ ୧୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସର୍ଭେ ରିପ�ୋର୍ଟ ତଥ୍ୟ ଅନୁ ଯାୟୀ, ସହରାଞ୍ଚଳ ମହ ିଳା
ସର୍ବାଧିକ ୬୫ ଆକ୍ରାନ୍ତ ଚିହ୍ନଟ ହ�ୋଇଥିବା
ର�ୋଜଗାରକ୍ଷମ ଯୁବକକଙ୍କୁ ନେଇ ସର୍ଭେ ଅନୁ ଷ୍ତ ଠି ଶ୍ରମଶକ୍ତି କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଶ୍ରେଣୀରେ
ବେଳେ କଟକରୁ ୨୧ ଜଣ ଚିହ୍ନଟ
ହ�ୋଇଥିଲା। ରିପ�ୋର୍ଟ ତଥ୍ୟ ଅନୁ ଯାୟୀ ଦେଶରେ ବେକାରୀ ଜାତୀୟ ହାର ତୁ ଳନାରେ ଓଡ଼ିଶାରେ ବେକାରୀ ହାର ଅଧିକ
ହ�ୋଇଛନ୍ତି। ତେବେ ଏଥିନେଇ ଡରିବା
ହାର ୪.୨ ପ୍ରତିଶତ ରହ ିଥିବା ବେଳେ ଓଡ଼ିଶାରେ ୫.୩ ରହ ିଛ ି। ଗ୍ରାମାଞ୍ଚଳ ବେର�ୋଜଗାର ହାର ଶ୍ରେଣୀରେ
ଆବଶ୍ୟକତା ନାହିଁ ବ�ୋଲି ସ୍ବାସ୍ଥ୍ୟ ବିଭାଗ
ପ୍ରତିଶତ ଲ�ୋକ କାମଧନ୍ଦା ନପାଇ ବେର�ୋଜଗାର ରହ ିଥିଲା। ସର୍ବଭାରତୀୟସ୍ତରରେ ବେକାରୀ ସଂଖ୍ୟା ୩.୩ ପ୍ରତିଶତ
କହ ିଛି। ପୂର୍ବଭଳି କର�ୋନା ନିୟମାବଳୀ
ସବୁ ଠୁ ବିଡ଼ମ୍ବନା ହେଉଛ ି, ଏହ ି ଅବଧିକାଳରେ ସମସ୍ତ ରହ ିଥିବା ବେଳେ ଓଡ଼ିଶାରେ u ଅବଶିଷ୍ଟାଂଶ ପୃଷ୍ଠା ୪
ମାନିବା ସହ ିତ ଭିଡ଼ ସ୍ଥାନକୁ ଯାଉଥିଲେ
ମାସ୍କ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ
ପରାମର୍ଶ ଦିଆଯାଇଛି।
ସଂକ୍ରମିତଙ୍କ ମଧ୍ୟରୁ ୬୭ ସଙ୍ଗର�ୋଧ ଶ୍ରଦ୍ଧାର୍ଘ୍ୟ: ମହାନ୍‌ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗ�ୋପବନ୍ଧୁ ଦାସଙ୍କ
ଓ ୪୬ ସ୍ଥାନୀୟ ସଂକ୍ରମ ିତ ରହ ିଛନ୍ତି। ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ‘ସମାଜ’ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃ ତକ
ି ୁ ସ୍ମରଣକରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବୖ ନଗରୀକୁ ବାଦ୍‌ ଦେଲେ ଯାଜପୁରରୁ
‌େ‌ଦ୍ତ
୨, ପୁରୀରୁ ଜଣେ, ସମ୍ବଲପୁରରୁ ୪ ଓ
ସୁନ୍ଦରଗଡ଼ରୁ ୬ ସଂକ୍ରମ ିତ ଚିହ୍ନଟ ଜନଗହଳି ବଜାରରେ
ହ�ୋଇଛନ୍ତି। u ଅବଶିଷ୍ଟାଂଶ ପୃଷ୍ଠା ୪
ଯୁବକଙ୍କ ମୁଣ୍ଡକାଟ
n ଜୟପୁର, ୨୮ା୬: ରାଜସ୍ଥାନ
ଉଦୟପୁର ଜିଲା ମାଲଦା ବଜାରରେ
ମଙ୍ଗଳବାର ଜଣେ ଯୁବକଙ୍କୁ
ମୁଣ୍ଡକାଟି ହତ୍ୟା କରାଯ ିବାକୁ ନେଇ
ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ହତ୍ୟାର ଶିକାର ଯୁବକ କହ୍ନେୟା
ଲାଲ ବିଜେପ ିରୁ ନିଲମ୍ବିତ ନେତ୍ରୀ
ନୂ ପରୁ ଶର୍ମାଙ୍କ ପ୍ରତି ସମର୍ଥନ ଜଣାଇ
ସ�ୋସିଆଲ ମିଡଆ ି ରେ ଏକ ପ�ୋଷ୍ଟ

ରାଜସ୍ଥାନ ଉଦୟପୁରରେ ଉତ୍ତେଜନା


କରିଥିଲେ। କହ୍ନେୟା ଉକ୍ତ
ବଜାରରେ ଦରଜି (ଟେଲର)
ଦ�ୋକାନ କରିଥିଲେ। ପୁଲସି କହ ିବା
ଅନୁ ଯାୟୀ ହତ୍ୟାକାରୀ ହେଉଛନ୍ତି
ରିୟାଜ ଅଖତାର ଏକ ଧାରୁ ଆ
ଅସ୍ତ୍ରରେ କହ୍ନେୟା ଲାଲର ମୁଣ୍ଡ କାଟି
ଥିବାବେଳେ ଅନ୍ୟ ଜଣେ ଯୁବକ
ମହମ୍ମଦ ଏହାର ଭିଡଓି ରେକର୍ଡିଂ
u ଅବଶିଷ୍ଟାଂଶ ପୃଷ୍ଠା ୪
BISHANDAYAL
JEWELLERS

22 CT. Gold - Rs. 47,350.00 (per 10 gm.)


Silver - Rs. 61,000.00 (per Kg.)

NAYA SARAK, CUTTACK


OPP: EMARTI DEVI WOMENS SCHOOL & COLLEGE
Ph. 2518463, 2517179, 2532903

ଅଣସର ପୀଡ଼ା ବାହୁ ଡଲ ଼ି ା ପରେ


ଚାହିଁଲ ନୟନ ମେଲି
ଆଉ କେଇ ଦିନେ ରଥକୁ ଆସିବ
ପହଣ୍ଡିରେ ଝୁ ଲିଝୁଲି
କମ୍ପିବ ଶରଧାବାଲି
କାଳିଆ ସାଆନ୍ତେ କୃ ପା ରଖିଥିବ
ପତିତେ ଯବ ି ନି ଭୁଲି

You might also like