Download as docx, pdf, or txt
Download as docx, pdf, or txt
You are on page 1of 4

ଓଁ ଶ୍ରୀ ସାଇରାମ

ଶ୍ରୀ ସତ୍ୟସାଇ ସେବା ଦଳ ମାନଙ୍କ ପାଇଁ ଆଶୀର୍ବଚନ

*ମୁଁ ଏକ ସେବା ସମିତି ଆରମ୍ଭ କରୁଛି। ଯେଉଁମାନେ ଏହି ସମିତିର ସଦସ୍ୟ ହେବେ ଏବଂ ନିଃସ୍ୱାର୍ଥପର ସେବା କରିବେ
ସେମାନେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ଲାଭକରିବେ ।ଖାଲି ସେମାନେ ନୁହନ୍ତି ,କିନ୍ତୁ ସେମାନଙ୍କର ପୁତ୍ର,ପୌତ୍ର ଓ ପ୍ରପୌତ୍ର
ମଧ୍ୟ।କିନ୍ତୁ ପରୀକ୍ଷା କଠିନ ହେବ।ଯେଉଁମାନେ ଏହି ପରୀକ୍ଷାର ସମ୍ମୁଖୀନ ହୋଇ ବିଜୟୀ ହେବେ ମୁଁ ସେମାନଙ୍କର
ସାକ୍ଷ୍ୟ ବହନ କରିବି । ୨୧ ଅକ୍ଟୋବର-୧୯୬୧

*ମୋ ଦ୍ୱାରା ନିର୍ଦ୍ଧାରିତ ନିୟମ ଗୁଡିକ ତୁମ କାର୍ଯ୍ଯର ସ୍ୱାଧୀନତାରେ ପ୍ରତିବନ୍ଧକ ବା ଶୃଙ୍ଖଳ ମନେ କର ନାହିଁ । ଏଗୁଡିକ
ତୁମେ ପ୍ରବେଶ କରିଥିବା ସାଧନାରେ ତୁମକୁ ଓ ଅନ୍ୟମାନଙ୍କୁ ସାହାଯ୍ଯକରିବା ପାଇଁ ଉଦ୍ଦିଷ୍ଟ ।
୨୨ ଡିସେମ୍ବର -୧୯୭୧

*ଆମେ ନିର୍ଦ୍ଧାରିତ କରୁଥିବା ଏହି ନିୟମଗୁଡି ତୁମ ମଧ୍ୟରୁ କେତେ ଜଣଙ୍କୁ ଛୁରି ଭୂଷିବା ବା ହାତୁଡିରେ ପିଟିବା ଭଳି ଲାଗିପାରେ ;
କିନ୍ତୁ ଏଗୁଡିକ ଆରୋଗ୍ୟ କରିବା ପାଇଁ ଉଦ୍ଦିଷ୍ଟ , ଆହତ କରିବା ପାଇଁ ନୁହେଁ ।ସେଗୁଡିକ ପ୍ରତି ନତମସ୍ତକ ହୁଅ ଏବଂ ଆନ୍ତରିକତା
ସହ ଏଗୁଡିକ କାର୍ଯ୍ୟରେ ପାଳନ କର , ତେବେ ତୁମର ମାର୍ଗ ପୁଷ୍ପଦଳ ପରି କୋମଳ ଓ ମସୃଣ ହେବ ।ତୁମେ ମାନେ ଏଗୁଡିକ
ଅନୁଶୀଳନ କର ଏବଂ ଭକ୍ତି ଓ ଶୃଙ୍ଖଳାର ଲାଭପାଅ ବୋଲି ମୁଁ ଆଶୀର୍ବାଦ କରୁଛି ।
୨୩ ଡିସେମ୍ବର -୧୯୭୧,ମାନ୍ଦ୍ରାଜ

*ନଦୀକୁ ଦୃଢ ବନ୍ଧମଧ୍ୟରେ ପ୍ରବାହିତ ହେବାକୁ ତାଲିମ ଦେବାକୁ ହେବ ,ଅନ୍ୟଥାଅ ତାହା ନିଜର କୂଳ ଲଙ୍ଘି ପୁରପଲ୍ଲୀକୁ
ମାଡିଯାଇ ବୁଡାଇ ଦେବ । କାରର ବେଗକୁ ହିତକର ଅଭିପ୍ରାୟରେ ପ୍ରୟୋଗକରିବା ପାଇଁ ଜଣେ ତାଲିମ ପ୍ରାପ୍ତ ଚାଳକ
ଆବଶ୍ୟକ ।ସେଥିପାଇଁ ଆତ୍ମ ସଂଯମ ଓ ବିନମ୍ରତା ଆଭ୍ୟାସ କରିବା ସକାଶେ ସ୍ୱେଛାଚରିତା ଓ ଗର୍ବ
କୁ ଦମନ କରିବା ନିମନ୍ତେ ଆମର ନିତି ନିୟମ ଅଛି ।
୨୧ ନଭେମ୍ବର – ୧୯୬୮

*ସଂଗଠନ ତୁମ ଉପରେ ଯେଉଁ ଅନୁଶାସନ ଲଦିଦେଇଥାଏ ସେଥିପାଇଁ କ୍ଷୋଭ ପ୍ରକାଶକର ନାହିଁ ; ସେସବୁ ତୁମର
କଲ୍ୟାଣ ପାଇଁ କରାଯାଇଛି ।ସୃଷ୍ଟିର ସାର କଥାହେଲା ଅନୁଶାସନ ।ସମୁଦ୍ରମାନେ ସେମାନଙ୍କର ସୀମା ଲଙ୍ଘନ କରନ୍ତି
ନାହିଁ ।ବାୟୁ ଓ ଅଗ୍ନି ମଧ୍ୟ ନିଜ ସୀମା ଭିତରେ ରହିଥାନ୍ତି ।ମଣିଷ ଶରୀର ମଧ୍ୟ ସୁସ୍ଥ ରହିବା ପାଇଁ ତାହାର ଉତ୍ତାପକୁ
୯୮.୪ଡିଗ୍ରୀରେ ସଂଯତ ରଖିଥାଏ ଏବଂ ହୃତପିଣ୍ଡ ମିନିଟକୁ ଏକ ନିର୍ଦିଷ୍ଟ ସଂଖ୍ୟକ ଥର ସ୍ପନ୍ଦନ ହୁଏ । ତେବେ ଏହି
ସଂଗଠନ କିପରି ଉଦ୍ଦିଷ୍ଟ ନୀତି ନିୟମରୁ ମୁକ୍ତ ହୋଇପାରିବ ।
୨୯ ମାର୍ଚ ୧୯୭୬, ହାଇଦ୍ରାବାଦ

-ଦିବ୍ୟ ସନନ୍ଦ –ନିୟମ ଓ ବିନିମୟମ ରୁ ସଂଗୃହିତ

Front Page:
SRI SATHYA SAI SEVA ORGANISATIONS, ODISHA

SEVADAL EXAMINATION 18/09/2022

Seal of Samithi:

( To be filled by the Participant)


1 Name of the Participant

2 Age
Any Responsible taken in
3 the organization : BV
Guru/lead
Singer/Coordinators
4 Contact number
5 Name of Samithi / Bhajan Mandali

6 Name of the District

Signature of the Observer or Examination Coordinator


SRI SATHYA SAI SEVA ORGANISATIONS, ODISHA

SEVADAL EXAMINATION RESULT – 2022


District:

Sl. Name of the Participant. Age Samithi/ Centre Marks obtained.


No. Name

District President

You might also like