Download as docx, pdf, or txt
Download as docx, pdf, or txt
You are on page 1of 1

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ , ନୟାଗଡ

ପିତା ମାତାଙ୍କ ସମ୍ମତି ପତ୍ର


ପ୍ରାଥୀ/ ପ୍ରାର୍ଥୀନୀ ଙ୍କ ନାମ :-
ଜନ୍ମ ତାରିଖ :-
ପିତାମାତା ଅଭିଭାବକ :-
ଠିକଣା :-
ପୋଷ୍ଟ ଅଫିସ :-
ମୋବାଇଲ ନଂ :-
ଇ ମେଲ :-

ମୁଁ ଶ୍ରୀ / ଶ୍ରୀମତୀ / କୁ ମାରୀ ............................................................................ ଙ୍କର ପିତାମାତା/


ଅଭିଭାବକ ..................................................... ଲିଖିତ ଭାବେ ସମ୍ମତି ଜଣାଉଛି କି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଦ୍ଵାରା
ଅନୁ ଷ୍ଠିତ ହେଉଥିବା ପ୍ରାକ କର୍ମନିଯୁ କ୍ତି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନୁ ମତି ପ୍ରଦାନ କରୁ ଅଛି ଏବଂ ପୁନଶ୍ଚ ଏହି
ଚୟନ ପ୍ରକ୍ରିୟାରେ ସଫଳ ହେଲେ ସ୍ତିରୀକୃ ତ କମ୍ପାନୀ ରେ ନିର୍ଦ୍ୱନ୍ଦ ରେ ଯୋଗ ଦେବା ପାଇଁ ଅନୁ ମତି ପ୍ରଦାନ କରୁ ଅଛି ।

ସ୍ଵାକ୍ଷର
ପିତାମାତା ଅଭିଭାବକ

ପ୍ରାର୍ଥୀ / ପ୍ରାର୍ଥୀନୀ ଙ୍କ ସମ୍ମତି ପତ୍ର


ମୁଁ ଶ୍ରୀ /ଶ୍ରୀମତୀ ....................................................... ପିତା -ମାତା /
ଅଭିଭାବକ............................................................ ...................................... କମ୍ପାନୀ ଦ୍ୱାରା ପ୍ରାପ୍ତ କାର୍ଯ୍ୟ ସମ୍ୱନ୍ଧୀୟ
ସମସ୍ତ ବିଷୟ ବିସ୍ତୁତ ଭାବରେ ବୁ ଝି ସାରିଲା ପରେ ଲିଖିତ ଭାବେ ସମ୍ମତି ଜଣାଉଛି କି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ନୟାଗଡ
ଦ୍ୱାରା ଅନୁ ଷ୍ଠିତ ହେଉଥିବା ପ୍ରାକ କର୍ମନିଯୁ କ୍ତି ଚୟନ ପ୍ରକ୍ରିୟା ରେ ତା............................. ରିଖ ଭାଗ ନେଇଅଛି ଏବଂ
ଅନୁ ମତି ପ୍ରଦାନ କରୁ ଅଛି ଯେ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଉଥିବା କାମ ରେ ନିଜ ଇଚ୍ଛାରେ ଯୋଗ ଦେବି ।

ସ୍ଵାକ୍ଷର
ପ୍ରାର୍ଥୀ / ପ୍ରାର୍ଥୀନୀ
ତା.

You might also like