Gopabandhu Das

You might also like

Download as pdf or txt
Download as pdf or txt
You are on page 1of 3

“ମିଶୁ ୄମୋର ୄେହ ଏ ୄେଶ ମୋଟିୄର ୄେଶବୋସୀ ଚୋ଱ି ଯୋନ୍ତୁ ଩ିଠୄି ର ,ୄେଶର

ସ୍ଵରୋଜୟ ଩ୄେ ୄଯୄେ ଗୋଢ଼ ଩ୁରୁ େହିଁ ଩ଡି ୄମୋ ମୋାଂସ ହୋଡ଼ ” – ଉତ୍କଲମଣି ଩ଣ୍ଡିେ
ୄଗୋ଩ବନ୍ଧୁ େୋସ

ଉତ୍କଲ ମଣି ୄଗୋ଩ବନ୍ଧୁ େୋସ। ଜୄଣ ସ୍ଵୋଧିନେୋ ସାଂଗ୍ରୋମୀ , କବି, ୄ଱ଖକ ଭୋବୄର
଩ରିଚେ
ି । ୄେୈନକ
ି ଖବର କୋଗଜ ସମୋଜ ଏବାଂ ସେୟବୋେୀ ଩ତ୍ରିକୋର ପ୍ରେିଷ୍ଠୋେୋ
ଥିୄ଱ ୄଗୋ଩ବନ୍ଧୁ େୋସ। ଩ଣ୍ଡିେ ୄଗୋ଩ବନ୍ଧୁ େୋସ ୧୮୭୭ ମସିହୋ ଅୄକଟୋବର ମୋସ
୯ େୋରିଖୄର ଩ିେୋ ୄେୈେୋରି େୋସ ଓ ମୋେୋ ସ୍ଵର୍ଣ୍ଣମୟୀ ୄେବୀଙ୍କ ସନ୍ତୋନ ଭୋୄବ ଩ୁରୀ
ଜିଲ୍ଲୋର ସୁଆୄଣ୍ଡୋ ଗ୍ରୋମୄର ଜନମ ଗ୍ରହଣ କରିଥିୄ଱। ମୋେୋଙ୍କ ମୃେୁୟ ଩ୄର , ୧୮୯୩
ମସିହୋୄର ଩ୁରୀ ଜିଲ୍ଲୋ ସ୍କୁ଱ୄର ନୋମ ୄ଱ଖୋଇୄ଱। ୄସଠୋୄର େୋଙ୍କର ଗୁରୁ
ମୁକ୍ତିଆର ରୋମଚନ୍ଦ୍ର େୋସଙ୍କ ସହିେ ଩ରିଚୟ ୄହ଱ୋ , ଯୋହଙ୍କ ଠୋରୁ ଩ୄର ୄସ ୄେଶ
ୄସବୋର ଶିକ୍ଷୋ ଩ୋଇଥିୄ଱।ୄଗୋ଩ବନ୍ଧୁ ଙ୍କ ଦ୍ୱୋରୋ ୄସୄେୄବୄଲ , ହଇଜୋ ୄରୋଗୄର
଩ୀଡ଼ିେ ୄ଱ୋକମୋନଙ୍କର ୄସବୋ ଩ୋଇଁ ଩ୁରୀ ୄସବୋ ସମିେ ି ପ୍ରେିଷ୍ଠୋ କରୋଯୋଇଥି଱ୋ।
଩ୁରୀ ୄସବୋ ସମିେ ି ଗଠନ କରି , ୄସ ଆ଩ଣୋ ଜୀବନକୁ ବି଩ନ୍ନ କରି ସୋେୀମୋନଙ୍କ
ସହ ୄରୋଗୀୄସବୋ , ଩ରିୄବଶ ଩ରିଚ୍ଛନ୍ନ ଓ ଶବସାଂସ୍କୋର ଇେୟୋେି କୋମୄର
଱ୋଗି଩ଡ଼ିଥିୄ଱। ୄଗୋ଩ବନ୍ଧୁ ମୋତ୍ର ୧୨ ବର୍ଣ ବୟସୄର ଅ଩େୀ ୄେବୀଙ୍କୁ ବିବୋହ
କରିଥିୄ଱। ବିବୋହ ଩ୄର ମଧ୍ୟ ୄସ ଩ୋଠ ଩ଢ଼ୋ ଜୋରି ରଖିଥିୄ଱। ଩ୁରୀରୁ ମୋଟ୍ରିକ
଩ୋସ କରି କଟକର ୄରୄଭନସୋ ମହୋବିେୟୋଲୟୄର ଅଧ୍ୟୟନ କୄ଱। ଏହି ସମୟୄର
େୋଙ୍କର ଩ିେୃ ବିୄୟୋଗ ଘଟିଥି଱ୋ। କଟକୄର ଅଧ୍ୟୟନ ସମୟୄର ଓଡ଼ିଆ ଭୋର୍ୋର
ବିୄ଱ୋ଩ ଚକ୍ରୋନ୍ତ ବିୄରୋଧୄର ଆୄଦୋଲନ ଆରମ୍ଭ ୄହୋଇଥି଱ୋ। ୄଗୋ଩ବନ୍ଧୁ , “କର୍ତ୍ଣବୟ
ୄବୋଧିନୀ ସମିେ ି” ଗଠନ କରି ଓଡ଼ିଆ ଭୋର୍ୋ ବିୄ଱ୋ଩ର େୀବ୍ର ପ୍ରେିବୋେ କୄ଱।େୋଙ୍କ
ଆହୱୋନ ଥି଱ୋ, ‘ପ୍ରୄେୟକ ବୟକ୍ତି ଓ ଜୋେିର ଩ରିଚୟ ୄହଉଛି େୋହୋର ଭୋର୍ୋ। ଭୋର୍ୋ ହିଁ
ଜୋେିର ପ୍ରୋଣ ସ୍ପଦନ। ରମ୍ଭୋଠୋୄର ରୋମଚନ୍ଦ୍ର େୋଶ ଓ ୄଗୋ଩ବନ୍ଧୁ ଙ୍କ ଉେୟମୄର ଉତ୍କଲ
ସମ୍ମିଲନୀର ପ୍ରେମ ଅଧିୄବଶନ ଅନୁ ଷ୍ଠେ
ି ୄହ଱ୋ। ୧୯୦୩ ମସିହୋୄର ଉତ୍କଲ
ୄଗୌରବ ମଧୁସେ
ୂ ନ େୋସଙ୍କ ଦ୍ୱୋରୋ ଆହୂ େ ଉତ୍କଲ ସମ୍ମିଲନୀୄର ୄଗୋ଩ବନ୍ଧୁ ସକ୍ରିୟ
ଅାଂଶଗ୍ରହଣ କରିଥିୄ଱। ଏହି ସମୟୄର , େୋଙ୍କର ପ୍ରେମ ଩ୁତ୍ର ସନ୍ତୋନର ମୃେୁୟ
ଘଟିଥି଱ୋ। ଏହି଩ରି ନୋନୋେି ବୋଧୋବିଘ୍ନ ସୄେ ୄସ ୧୯୦୪ ମସିହୋୄର ୄରୄଭନସୋ
ମହୋବିେୟୋଲୟରୁ ବିଏ ଩ୋସ କୄ଱ ଓ କ଱ିକେୋୄର ବିଏ଱ ଩ଢ଼ିୄ଱। ୄସଠୋୄର
ପ୍ରବୋସୀ ଓଡ଼ିଆଙ୍କ େୁ ୁଃଖ େୁ ର୍ଦ୍ଣଶୋୄର ବୟଥିେ ୄହୋଇ , ୄସ ‘ଓଡ଼ିଆ ଶ୍ରମିକ ସାଂଘ’ ଏବାଂ
‘ସୋନ୍ଧୟ ବିେୟୋଲୟ ’ ପ୍ରେିଷ୍ଠୋ କରିଥିୄ଱। ଇେି ମଧ୍ୟୄର େୋଙ୍କର ଦ୍ୱିେୀୟ ଩ୁତ୍ରଟିର ମଧ୍ୟ
ମୃେୁୟ ଘଟିଥି଱ୋ। ଏ଩ରିକି , ୄଯଉଁେନ
ି ୄସ ବିଏ଱ ଩ୋସ କରିଛନ୍ତି ୄବୋ଱ି ଖବର
଩ୋଇଥିୄ଱, ୄସହିେନ
ି େୋଙ୍କୁ ନିଜ ଩ତ୍ନୀଙ୍କର ମୃେୁୟ ସମୱୋେ ମଧ୍ୟ ମିଲଥି
ି ଱ୋ। ଏୄେ ସବୁ
େୁ ୁଃଖ, କିନ୍ତୁ େୋଙ୍କୁ ନିଜ କମଣରୁ ବିଚୁୟେ କରି ଩ୋରିନଥି଱ୋ।ସ୍ଵେନ୍ତ୍ର ଓଡ଼ିଶୋ ପ୍ରୄେଶ
ଗଠନୄର େୋଙ୍କର ୄଯୋଗେୋନ ଅେୁ ଲନୀୟ ରହିଥି଱ୋ ।

ଆଧୁନକ
ି ଯୁଗର ଩ଞ୍ଚସଖୋ ମୋନଙ୍କ ମଧ୍ୟୄର ୄସ ଅନୟେମ ଥିୄ଱। ଭକ୍ତକବି ,
ମଧୁସେ
ୂ ନ ରୋଓଙ୍କ ନିଷ୍ପେି କ୍ରୄମ , ୄଗୋ଩ବନ୍ଧୁ ସୋକ୍ଷୀୄଗୋ଩ୋଲର ବକୁ ଲ ଓ ଛୁ ରଆ
ି ନୋ
କୁ ଞ୍ଜୄର ସେୟବୋେୀ ବନ ବିେୟୋଲୟ ପ୍ରେିଷ୍ଠୋ କରିଥିୄ଱। ଏହି ବିେୟୋଲୟରୁ
ୄସୄେୄବୄଲ ଜୋେୀୟ ସ୍ଵୋଧୀନେୋ ଆୄଦୋଲନ ଩ରିଚୋଲିେ ୄହଉଥି଱ୋ।୧୯୧୮ରୁ
୧୯୨୦ ମଧ୍ୟୄର ଓଡ଼ିଶୋୄର ଘଟିଥିବୋ ବନୟୋ , ମରୁଡ଼ି, େୁ ଭିକ୍ଷ ଓ ଅନୋବୃ ଷ୍ଟି େୋଙ୍କୁ
ମମଣୋହେ କରିଥି଱ୋ। ୄସ ଚୁ ଡ଼ୋ, ଚୋଉଲ ଧରି ପ୍ର଩ୀଡ଼ିେ ଅଞ୍ଚଲୄର ବୋଣ୍ଟିବୋ ସହ ମୋନବ
ୄସବୋୄର ଱ୋଗି ଩ଡ଼ିଥିୄ଱। ଉତ୍କଲ ୄଗୌରବ ମଧୁସେ
ୂ ନ େୋସଙ୍କ ପ୍ରୄରୋଚନୋୄର
ୄଗୋ଩ବନ୍ଧୁ ୧୯୧୭ରୁ ୧୯୨୧ ଩ଯଣୟନ୍ତ ବିହୋର-ଓଡ଼ିଶୋ ବିଧୋନ ସଭୋର ସେସୟ
ରୂୄ଩ ନିବଣୋଚିେ ୄହୋଇଥିୄ଱। ୧୯୨୧ ମସିହୋୄର ୄଗୋ଩ବନ୍ଧୁ େୋସ ଓଡ଼ିଶୋ ପ୍ରୄେଶ
କାଂୄଗ୍ରସ କମିଟର
ି ପ୍ରେମ ଅଧ୍ୟକ୍ଷ ୄହୋଇଥିୄ଱।

ୄଗୋ଩ବନ୍ଧୁ ଙ୍କ କିଛ ି ସୋହିେୟ ସଜଣନୋ:-

– ଧମଣ଩େ

– ଭୋଗଣବୀ ପ୍ରେି

– ୄଗୋମହୋତ୍ମ୍ୟ

– ବ୍ରହ୍ମେେ

– ବଦୀର ଆତ୍ମ୍କେୋ

– କୋରୋକବିେୋ

– ଅବକୋଶଚିନ୍ତୋ

You might also like